ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କଲା ନାଗାଲାଣ୍ଡ

ନୂଆଦିଲ୍ଲୀ: ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ଜିତାଇ ୨୦୨୩ ବିଧାନସଭା ନିର୍ବାଚନକୁ ନାଗାଲାଣ୍ଡ ସ୍ମରଣୀୟ କରିଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଆଜି ଗଣନା ଚାଲିଥିବା ବେଳେ ଦୁଇ ମହିଳା ପ୍ରାର୍ଥୀ ସଲ୍‌ହୌତୁଓନୁଓ କ୍ରୁସେ ଏବଂ ହେକାନି ଜାଖାଲୁ ବିଜୟୀ ହୋଇଥିବା ଜଣାପଡ଼ିଛି। ଉଭୟ ଶାସକ ‘ନ୍ୟାସ୍‌ନାଲିଷ୍ଟ୍‌ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି’ (ଏନ୍‌ଡିପିପି) ତରଫରୁ ନିର୍ବାଚନରେ … Continue reading ପ୍ରଥମ କରି ୨ଜଣ ମହିଳା ପ୍ରାର୍ଥୀଙ୍କୁ ବିଜୟୀ କରି ଇତିହାସ ସୃଷ୍ଟି କଲା ନାଗାଲାଣ୍ଡ